କେତନ ଅଗ୍ରୱାଲ ମର୍ଡର କେସରେ ଅଭିଯୁକ୍ତ ସିୟା କୋର୍ଟରେ ହାଜର

କେତନ ଅଗ୍ରୱାଲ ମର୍ଡର କେସରେ ଅଭିଯୁକ୍ତ ସିୟା ଗୋଏଲ ଓ ପ୍ରେମିକ ଚେତନ ଆଜି ୧୧ ଦିନ ରିମାଣ୍ଡ ସରିବା ପରେ ହେବେ କୋର୍ଟରେ ହାଜର…..ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିବ…..

Leave a Reply

Your email address will not be published. Required fields are marked *