୧୮୦୦_କୋଟି_ଟପିଲା_ଶ୍ରୀମନ୍ଦିର_ଜମା_ରାଶି
#୧୮୦୦_କୋଟି_ଟପିଲା_ଶ୍ରୀମନ୍ଦିର_ଜମା_ରାଶି-୧୮୦୦ କୋଟି ଟପିଲା ଶ୍ରୀମନ୍ଦିର ସ୍ଥାୟୀ ଜମା ରାଶି-ଶ୍ରୀମନ୍ଦିରରେ ୩ ପାଣ୍ଠି ବାବଦକୁ ଜମା ରାଶି ବୃଦ୍ଧି -୧୮୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଛୁଇଁଛି-୩୧ ଅଗଷ୍ଟ ସୁଦ୍ଧା ଜମା ରାଶିର ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ-ରାଜ୍ୟ ସରକାରଙ୍କ ୫୦୦ କୋଟିର କର୍ପସ ଫଣ୍ଡ ମଧ୍ୟ ସାମିଲ ରହିଛି l
