ଛାତ୍ରୀ ମୃତ୍ୟୁ

ଛାତ୍ରୀ ମୃତ୍ୟୁ:ପ୍ରଧାନଶିକ୍ଷକ ନିଲମ୍ବିତ-ବାରିପଦାରେ ଝାଡ଼ାବାନ୍ତିରେ ଅସୁସ୍ଥ ଛାତ୍ରୀଙ୍କ ମୃତ୍ୟୁ ପାଇଁ ପ୍ରଧାନଶିକ୍ଷକ ନିଲମ୍ବିତ-ରାସଗୋବିନ୍ଦପୁର ବ୍ଲକ୍‌ କକାବନ୍ଧ ଆଶ୍ରମ ସ୍କୁଲ୍‌ ପ୍ରଧାନ ଶିକ୍ଷକ ନିଲମ୍ବିତ-ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲେ ଅତିରିକ୍ତ ଜିଲ୍ଲାପାଳ-ମୃତ ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା-୨ ଦିନ ତଳେ ହଷ୍ଟେଲରେ ପଖାଳ ଭାତ ଖାଇ ଛାତ୍ରୀ ଅସୁସ୍ଥ ହୋଇଥିଲେ

Leave a Reply

Your email address will not be published. Required fields are marked *