ସୁଧୀର ପାତ୍ର ହତ୍ୟା: ପୋଲିସ ହାତରେ ନୂଆ ତଥ୍ୟ
ସୁଧୀର ପାତ୍ର ହତ୍ୟା: ପୋଲିସ ହାତରେ ନୂଆ ତଥ୍ୟ-ବ୍ରହ୍ମପୁରରେ ସୁଧୀର ପାତ୍ର ହତ୍ୟା ଘଟଣାରେ ପୋଲିସ୍କୁ ମିଳିଲା ନୂଆ ତଥ୍ୟ-ସିନ ରିକ୍ରିଏସନ ବେଳେ ଗୁଲୁ ପାଖରୁ ପୋଲିସକୁ ମିଳିଲା ନୂଆ ସୁରାକ-ସୁଧୀର ପାତ୍ର ହତ୍ୟାରେ ଦୁଇଟି ବନ୍ଧୁକର ବ୍ୟବହାର କରାଯାଇଥିଲା-ହତ୍ୟା ପରେ ବୁଗୁଡାର ବାଘୁଆ ଡ୍ୟାମରେ ଫିଙ୍ଗି ଦେଇଥିଲେ ବନ୍ଧୁକ-ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ସହାୟତାରେ ଖୋଜାଖୋଜି ଜାରି
