ସୁଲେଖା ରଥଯାତ୍ରା ସଂଖ୍ୟା ଲୋକାର୍ପିତ .

ପୁରୀ ରୁ ପ୍ରକାଶିତ ସାହିତ୍ୟ ପତ୍ରିକା ସୁଲେଖାର ୪୬ବର୍ଷ ରଥଯାତ୍ରା ସଂଖ୍ୟା ଅତିବଡ଼ି ଜଗନ୍ନାଥ ଦାସ ଙ୍କ ସାଧନା ପୀଠ ବଡ ଓଡ଼ିଆ ମଠ ପରିସରରେ ମଠର ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ ଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି ଲୋକାର୍ପଣ ପର୍ବ ରେ ସୁଲେଖା ର ସମ୍ପାଦକ ସଦାଶିବ ମିଶ୍ର, ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ ଉପସଭାପତି ଅଶୋକ କୁମାର ମିଶ୍ର, କୃଷ୍ଣଚନ୍ଦ୍ର ରଥ, ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ ସମ୍ପାଦକ ରବୀନ୍ଦ୍ର ନାଥ ପଟ୍ଟନାୟକ ଓ ଅମ୍ଲାନ ସାରସ୍ୱତ ପରିଷଦ ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *