ଗୋଳାଗାଡ଼ିଆ ଗାଁ ପାଖ ଜଂଗଲରୁ ଗଳିତ ମୃତଦେହ ଠାବ ,ହତ୍ୟା ଅଭିଯୋଗ

କାମାକ୍ଷାନଗର -୦୮/୧୧-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଗୋଳାଗାଡିଆ ଗ୍ରାମ ଜଙ୍ଗଲ ରେ ଏକ ଗଳିତ ମୃତ ଦେହ ଠାବ । ମୃତ ଜଣଙ୍କ ଗୋଳାଗାଡିଆ ଗ୍ରାମର କୈଳାଶ ଧଳ (୫୫) ପିତା ଦନାର ଧଳ ଘର ଲୋକଙ୍କ ଅଭିଯୋଗ କି କେହି ଦୂର୍ଭୂତ ହତ୍ୟା କରି ଏଠାରେ ଫୁପାଡ଼ି ଦେଇଛି ।ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ-ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *