ଭାରସ୍ୟାମ ହରାଇ ଓଲଟିଲା କାର୍, ଚାଳକ ଗୁରୁତର।



ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଉରବେଙ୍ଗି ନିକଟରେ ଭାରସ୍ୟାମ ହରାଇ
ଓଲଟିଲା କାର। କାର ଚାଳକ ଗୁରୁତର।କାରରେ ଥିବା ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ୱାଭାବିକ ଥିବା ସୂଚନା। ସୂଚନା ମୁତାବକ ଗୁରୁତର ଜଣଙ୍କ ହେଉଛନ୍ତି ଉଢଣା ଗ୍ରାମର ସୁଶାନ୍ତ ମଲିକ। ସୁଶାନ୍ତ ଏକ କାର୍ ରେ କଙ୍କଡାହାଡ ରୁ କାର୍ ଯୋଗେ ନିଜ୍ ଘରକୁ ଫେରୁଥିବା ବେଳେ ଉରବେଙ୍ଗ ନିକଟରେ ଭାରସ୍ୟାମ ହରାଇ କାର୍ ର ଟି ଉଲଟି ପଡିଥିଲା। ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ତିନି ଜଣଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ।ତେବେ ସେଠାରେ ସୁଶାନ୍ତ ଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ରିପୋର୍ଟର :-ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *