କାର୍ତ୍ତିକ ମାସ ଶେଷ ସୋମବାର

ଭଦ୍ରକ ଜିଲ୍ଲା,ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଆଜି କାର୍ତ୍ତିକ ମାସ ଶେଷ ସୋମବାର। ଆଜି ଶେଷ ସୋମବାର ଥିବାରୁ କୋଭିଡ କଟକଣା ମାନି ଭକ୍ତ ମାନେ ମାକ୍ସ୍ ପରିଧାନ କରି ଲମ୍ବା ଧାଡ଼ି ରେ ବାବା ଙ୍କୁ ଦର୍ଶନ କରୁଛନ୍ତି। ବାବା ଙ୍କ ମଙ୍ଗଳ ଆଳତି, ପହିଲି ଘର୍ଷଣ ପରେ ଭକ୍ତଙ୍କ ଭୋଗ ଏବଂ ଘର୍ଷଣ ଲାଗେ।ନିତିଦିନ ବାବାଙ୍କ ଦିବଂଗ ର ବେଶ ଏବଂ ଯୋଗୀ ବେଶ , ବଡ଼ ସିଂହାର ବେଶ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି।ଶେଷ ଦର୍ଶନ ମିଳିବ ପୂର୍ଣ୍ଣିମା ଦିନ ହରଗୌରୀ ବେଶ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *