ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା।
ଭୁବନେଶ୍ୱର :୨୨/୭- ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦାସ ସ୍କୁଲ ଖୋଲିବା ନେଇ ମତ ରଖିଛନ୍ତି ଜେ, ଆଗାମୀ ୨୬ ତାରିଖ ଠାରୁ ଦଶମ, ଏକାଦଶ ପିଲାମାନଙ୍କ ସ୍କୁଲ ଖୋଲିବବା ସହିତ ହଷ୍ଟେଲ ମଧ୍ୟ ଚାଲୁ ରହିବ।ପ୍ରଥମ ରୁ ନବମ ପ୍ରଯ୍ୟନ୍ତ ଖୋଲିବା ପାଇଁ ସରକାର ସେ ବାବଦରେ ବିଚାର ବିମର୍ଶ ଜାରିରହିଛି।ସେ ବାବଦ ରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । କାରଣ ଆଗାମି ୨୬ ତାରିଖ ପରେ ମାଟ୍ରିକ ରି ଏକ୍ସଜାମିଶନ କରାଯିବା ପରେ ଅନ୍ୟ କ୍ଲାସ ଗୁଡିକ କୋଭିଡ ନିୟମ ଅନୁସାରେ କିଭଳି ଭାବରେ ଖୋଲାଯିବ ସରକାର ନିଷ୍ପତ୍ତି ନେବେ।
