ପ୍ରଥମ ଜି. ଏମ, ଭାବେ ସୂର୍ଯ୍ୟ କନ୍ଧମାଳ ର ଗର୍ବ ଆଉ ଗୌରବ l

କନ୍ଧମାଳ ତା ୧୪/୦୬/୨୦୨୫ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେ ପିତା ବିଦ୍ୟାଧର ପାଣିଗ୍ରାହୀ ଙ୍କ ଔରସରୁ ଓ ମାତା ପ୍ରମିଳା ଦେବୀ ଙ୍କ ଗର୍ଭରୁ ଶ୍ରୀ ସୁଯ୍ୟନାରାୟଣ ପାଣିଗ୍ରାହୀ ଜନ୍ମ ନେଇ ଫିରିଙ୍ଗିଆରେ ସ୍କୁଲ ଶିକ୍ଷା ସମାପନ କରି ଉଚ୍ଚଶିକ୍ଷା ପାଇଁ ଅର୍ଥନୀତି ବିଭାଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପନ କରି ଅଧ୍ୟାପକ ଭାବରେ ଚାକିରୀ ଜୀବନ ଛ ବର୍ଷ କରି ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପିଓ ଭାବରେ ଚାକିରୀ କରି ଆଜି ମାୟା ନଗରୀ ବମ୍ବେରେ ଜେନେରାଲ ମେନେଜର ଭାବରେ କାର୍ଯ୍ୟରତ l କନ୍ଧମାଳ ଜିଲ୍ଲାର ସେ ପ୍ରଥମ ଜି ଏମ, କିଛିଦିନ ହେବ ଏହି ପୋଷ୍ଟ ରେ ଦାୟିତ୍ୱ ମିଳିଥିବାରୁ ଅଂଚଳବାସୀ ଓ ସାଙ୍ଗ ସାଥି ଶୁଭେଚ୍ଛା ଜଣାଇଛନ୍ତି ସେ ଜଣେ ମେଳାପୀ, ସମାଜ ସେବୀ ଓପରୋପକାରୀ ତିନୋଟି କଲେଜକୁ ତାଙ୍କ ତରଫରୁ କମ୍ପୁଟର ପ୍ରଦାନ କରିଛନ୍ତି, କନ୍ଧମାଳ ପିଲା କିପରି ସ୍ୱାବଲମ୍ବୀ ହେବେ ଓଡିଶା କୁ ଯେବେ ଆସନ୍ତି ବିଭିର୍ନ୍ନ କଲେଜକୁ ଯାଇ କ୍ୟାରିଅର କାଉନସିଲିଂ କରି କାନ୍ଧମାଳ ପିଲାମାନେ କିପରି ଆଗକୁ ବଢିବେ ସଚେତନ କରିଥାନ୍ତି ,ମୁମ୍ବାଇରେ ଜି. ଏମ ଆମ ଲିଲ୍ଲା ପାଇଁ ଗର୍ବ ଆଉ ଗୌରବ l

Leave a Reply

Your email address will not be published. Required fields are marked *