୩ଦିନରେ_୩ମନ୍ଦିରରୁ_ଚୋରି

୩ଦିନରେ_୩ମନ୍ଦିରରୁ_ଚୋରି-ଅନୁଗୁଳ ଛେଣ୍ଡିପଦା ଅଞ୍ଚଳରେ ୩ ଦିନରେ ୩ ମନ୍ଦିରରୁ ଚୋରି-ସିସିଟିଭି ଥିବା ସବୁ ମନ୍ଦିରରୁ ଚୋରି-ମା’ ରାମଚଣ୍ଡୀ ମନ୍ଦିରରୁ ହୁଣ୍ତିଭାଙ୍ଗି ଚୋରି-୧ ଲକ୍ଷରୁ ଅଧିକ ଟଙ୍କା ସହ ସୁନା ଅଳଙ୍କାର ଚୋରି ଅଭିଯୋଗ-ଗୁରୁବାର ବାଗେଡ଼ିଆ ଥାନା ପାତ୍ରପଡ଼ା ମାଆ ବାୟାଣୀ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା-୧ ତାରିଖରେ ଜରପଡ଼ା ଥାନା ତୁକୁଡା କାଳୀ ମନ୍ଦିରରୁ ମଧ୍ୟ ସମାନ ଢଙ୍ଗରେ ଚୋରି ହୋଇଛି l

Leave a Reply

Your email address will not be published. Required fields are marked *