ଐତିହ୍ୟ ସଂସ୍କୃତି ସମ୍ପନ୍ନ ୫୦ ତମ ସାରସ୍ୱତ ବିଜୟା ମିଳନ

ଭଦ୍ରକ :୧୫/୧୦ – ଆଜି ଭଦ୍ରକ ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଐତିହ୍ୟ ସଂସ୍କୃତି ସମ୍ପନ୍ନ ୫୦ ତମ ସାରସ୍ୱତ ବିଜୟା ମିଳନ ଅନୁଷ୍ଠାନର ସଭାପତି କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ମୁଖ୍ୟ ଅତିଥି,ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସମ୍ମାନଜନକ ବିଜୟା ସମ୍ମାନ ଡ଼,ବୈଷ୍ଣବ ଚରଣ ସାମଲଙ୍କୁ ପ୍ରଦାନ କରିଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *