ତିର୍ତ୍ତୋଲ ବ୍ଲକ୍ ରେ କୃଷି ରଥ ଶୁଭାରମ୍ଭ

ତିର୍ତ୍ତୋଲ ବ୍ଲକ୍ ରେ କୃଷି ରଥ ଶୁଭାରମ୍ଭ

ତିର୍ତ୍ତୋଲ:କୃଷି ବିଭାଗ ତରଫରୁ ତିର୍ତ୍ତୋଲ ବ୍ଲକ ରେ କୃଷି ରଥ ର ଶୁଭାରମ୍ଭ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତିର୍ତ୍ତୋଲ ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ବେହେରା ଙ୍କ ଦ୍ଵାରା କରାଯାଇଛି ।।। ଉକ୍ତ କର୍ୟକର୍ମ ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷl ସୁଶ୍ରୀ ସନ୍ଧ୍ୟାରାନୀ ମହାନ୍ତି
ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଗିରିଜା ଶଙ୍କର ମଲ୍ଲିକ, କୃଷି ଜିଲ୍ଲା ଅଧିକାରୀ ଶ୍ରୀ ବିଭୁଦ୍ଦତ୍ତ ସାହୁ ଓ ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ଅଞ୍ଚଳର ଚାଷୀ ଉପସ୍ଥିତ ଥିଲେ।
ଏହି କୃଷି ରଥ ତିର୍ତ୍ତୋଲ ବ୍ଲକ ର ସମସ୍ତ ଗ୍ରାମ ରେ ବୁଲି କୃଷକ ମାନଙ୍କ ମଧ୍ୟ ରେ କୃଷି ସମ୍ବନ୍ଧରେ ବାର୍ତ୍ତା ପ୍ରଦାନ କରିବା ସହିତ ସଚେତନତା ସୃଷ୍ଟି କରିବା ବୋଲି ମଣ୍ଡଳ କୃଷି ଅଧିକାରିଣୀ ସୁଶ୍ରୀ ମନସ୍ଵିନୀ ଲେଙ୍କା କହିଛନ୍ତି ll
କୃଷି ଅଧିଦର୍ଷକ ସୁଭଲକ୍ଷ୍ମି ଦାସ, ବି ଟି ଏମ୍ ଶ୍ରୀ ଜ୍ୟୋତିର୍ମୟ ପାଲ୍, ଭି ଏ ଡବ୍ଲୁ ଶ୍ରୀ ରଞ୍ଜନ ବେଉରା, ଦେବାଶିଷ ଦାସ୍, ଶ୍ରୀ କୌଶିକ ଷଣ୍ଢ, ଅନୂଷୟା ପାତ୍ର, ଏ ଟି ଏମ୍ ସୁଭାନି ଜେନା, ସତ୍ୟଜିତ ମହାରଣା ଓ ତୁଷାର କୁମାର ବେହେରା ଙ୍କ ସହଯୋଗ ରେ କାର୍ଯକ୍ରମ ଟି ସଫଳ ହୋଇଛି ।।

Leave a Reply

Your email address will not be published. Required fields are marked *