ବନ ମହୋତ୍ସବ ପାଳନ.

ଜଗତ୍ସିଂହପୁର ଜିଲ୍ଲା ତା 06-07-2024 ରିଖ ଗନାଇଲୋ ଉଚ୍ଚବିଦ୍ୟାଳୟର ଜଗତ୍ସିଂହପୁର ବନାଞ୍ଚଳ ତରଫରୁ ଜଗତ୍ସିଂହପୁର କୋର୍ଟ ଜଜ ମାନଙ୍କ ଦ୍ଵାରା 75 ତମ ବନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଏଥିରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସରପଞ୍ଚ ଏବଂ ବନାଞ୍ଚଳ ର କର୍ମକର୍ତ୍ତା ଓ m.c କମିଟି ର ମେମ୍ବର ଓ ପିଲାମାନେ ଉପସ୍ଥିତ ରହି ସକାଳ 9,30 ମିନିଟ୍ ସମୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା.

ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ

Leave a Reply

Your email address will not be published. Required fields are marked *