ଗୁରୁ ଖଣ୍ଟିଆଙ୍କ ୩୨ ତମ ପୂଣ୍ୟ ତିଥୁ ଶ୍ରଦ୍ଧାଞ୍ଜଳି
ବଡ଼ଦାଣ୍ଡ ସ୍ଥିତ ଅନ୍ନପୂର୍ଣା ରଙ୍ଗମଞ୍ଚରେ ରିଖ ମଙ୍ଗଳବାରରେ ଗୁରୁ ଖଣ୍ଟିଆଙ୍କ ୩୨ ତମ ପୂଣ୍ୟ ତିଥୁ ଶ୍ରଦ୍ଧାଞ୍ଜଳି । ସ୍ମୃତି ସମିତି, ପୁରୀ ତର ହରିହର ପାରମ୍ପରିକ ସଂଗୀତର ମହାନ ସ ସ୍ମୃତି ସନ୍ଧ୍ୟା ପାଳନ ହୋଇଅଛି । ପାର ସାଧକ ଗୁରୁଙ୍କ ସ୍ମୃତି ସନ୍ଧ୍ୟା ପର୍ବକୁ ଓଡ଼ିଶାର । ସୁନାମଧନ୍ୟ କଣ୍ଠଶିଳ୍ପୀ ଗୁରୁ ( ରଜନୀକାନ୍ତ ମହାପାତ୍ର (ନୟାଗଡ଼) ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିଛତି । ମର୍ଦ୍ଦଳଗୁରୁ ସଚ୍ଚିଦାନନ୍ଦ * ଦାସ (ଭୁବନେଶ୍ଵର) ଓ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁଶ୍ରୀ ଲକ୍ଷ୍ମୀପ୍ରିୟା ନାୟକ (ଜାଜପୁର )ଙ୍କୁ )କୁ ଚଳିତ ବର୍ଷର ଗୁରୁ ତ | ହରିହର ଖୁଣ୍ଟିଆ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଅଛି । ଓଡ଼ିଶା ସଂଗୀତ ପ ପରିଷଦ ଛାତ୍ର-ଛାତ୍ରୀମାନଙ୍କ ଙ୍କ ଦ୍ୱାରା ଗୁରୁବନ୍ଦନା ଗାନ କରାଯାଇଅଛି । ଗୁରୁ ଉର୍ମିଳା ପ୍ରଧାନଙ୍କ ନିର୍ଦ୍ଦେଶିତ ଗୁରୁବନ୍ଦନା ଓ ସମ୍ବନ୍ଧିତ କଳାକାରମାନଙ୍କ ସଂଗୀତ ଦ୍ଵ ଦ୍ୱାରା ଗୁରୁବନ୍ଦନା ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା । କଳ ଙ୍କ ହୃଦୟସ୍ୱର୍ଶୀ ଗୁରୁବନ୍ଦନାକୁ ଉଚ୍ଚକୋଟୀର ପ୍ରଶଂସା କରିଥିଲେ ଓ ଗୁରୁ । କଳାପ୍ରେମୀ ଦର୍ଶକମାନଙ୍କ ଅଶୋକ କୁମା କୁମାର ଦାସ ଓ ଶୀଳ୍ପୀବୃନ୍ଦ (ନବପ୍ରତିଭା, ପୁରୀ) ନୃତ୍ୟନାଟିକା ପରିବେଷଣ କରିଥିଲେ ।

ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ ଓ ଉପଭୋଗକରି ନୃତ୍ୟରେ ଶ୍ରଦ୍ଧାଜ୍ଞଳି କାର୍ଯ୍ୟକ୍ରମକୁ ଦର୍ଶକ ଶୀଳ୍ପୀମାନଙ୍କ ନୃତ କରତାଳି ଦେଇ ଦଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ଗୁରୁ ହରିହର ଖୁଣ୍ଟିଆ ସ୍ମୃତି ସମିତିର ସଭାପତି ତି ଶ୍ରୀଯୁକ୍ତ କୈଳାଶଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ପଣ୍ଡା, ଶ୍ରୀଯୁକ୍ତ ପ୍ରଶନ୍ନ ମିଶ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମ ଥିଲା ଓ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପ ହୋଇଥିଲା ହରିହର ଖୁଣ୍ଟିଆଙ୍କ ସୁ-ପୁତ୍ର ଭାଗୀରଥୀ ଖୁଣ୍ଟିଆଙ୍କ ଆନ୍ତରିକ ସହଯୋଗ ପରିଚାଳତ ତ ହୋଇଥିଲା । ଗୁରୁ ହଞ୍ଚି ଉଦ୍ୟମ ଦ୍ୱାରା କାର୍ଯ୍ୟକ୍ରମଟି ସରସ ଓ ସୁନ୍ଦ ସୁନ୍ଦର ହୋଇଥିଲା । ବିଜୟ କୁମାର ପଣ୍ଡା ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ l
