ବାଲୁକା ଚିତ୍ରକଳା କରି ସ୍ବର୍ଗତ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଓଡିଶା ର ସୁନାମଧନ୍ୟ ଭେଟେରାନ କଳାକାର ମିହିର ଦାସ ଙ୍କ ପରଲୋକ ଘଟିଛି। ଏହି ଦୁଃଖଦ ଖବର ସାରା ଓଡ଼ିଶାରେ ଶୋକର ଛାୟା ଖେଳାଇ ଦେଇଚି। ତେବେ ବାଲୁକା ଚିତ୍ରକଳା ରେ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏ ନେଇ ଏକ ବାଲୁକା ଚିତ୍ରକଳା କରି ସ୍ବର୍ଗତ ମିହିର ଦାସ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Leave a Reply

Your email address will not be published. Required fields are marked *