ପୂର୍ବତନ ARCS ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ।

ବ୍ରହ୍ମଗିରି ଖଟପିରିଙ୍ଗି ପୈତୃକ ବାସଭବନ, ପୁରୀ,ଭୁବନେଶ୍ୱର ଆଦି ପାଞ୍ଚୋଟି ସ୍ଥାନରେ ଭିଜିଲାନ୍ସ ବିଭାଗର ପାଞ୍ଚୋଟି ଟିମ୍ ଏକ କାଳିନ ଚଢାଉ କରିଛନ୍ତି। ଅବସରପ୍ରାପ୍ତ ଅତିରିକ୍ତ ରେଜିଷ୍ଟାନ୍ସ କୋପର୍ଟିଭି ସୋସାଇଟିଙ୍କ ବ୍ରହ୍ମଗିରିଙ୍କ ଭଡା ଘରେ ବି ଭିଜିଲାନ୍ସ ଚଢ଼ାଉ । ପୁରୀ , ଭୁବନେଶ୍ୱର, ବ୍ରହ୍ମଗିରି କଲେଜ ଛକ, ପୈତୃକ ବାସଭବନ ବ୍ରହ୍ମଗିରି ଖଟା ପିରୀଙ୍ଗି ଗାଁ ଆଦି ପାଞ୍ଚଟି ସ୍ଥାନରେ ଚଢାଉ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ଚଢ଼ାଉ ।

Leave a Reply

Your email address will not be published. Required fields are marked *