ଡେବ୍ୟୁ_କଲେ_ବୈଭବ_ସୂର୍ଯ୍ୟବଂଶୀ

ଡେବ୍ୟୁ_କଲେ_ବୈଭବ_ସୂର୍ଯ୍ୟବଂଶୀ-ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କଲେ ବିସ୍ମୟ ବାଳକ ବୈଭବ-ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ବୈଭବଙ୍କୁ ସୁଯୋଗ-୧୫ ବର୍ଷ ବୟସରେ ଭାରତର ସର୍ବକନିଷ୍ଠ କ୍ରିକେଟର ଭାବେ ଡେବ୍ୟୁ-ତିଲକ ବର୍ମାଙ୍କ ନିକଟରୁ ଡେବ୍ୟୁ କ୍ୟାପ୍‌ ଗ୍ରହଣ କଲେ ବୈଭବ-ସଞ୍ଜୁ ସାମସନଙ୍କ ସ୍ଥାନରେ ବୈଭବଙ୍କ ଡ୍ରିମ୍‌ ଡେବ୍ୟୁ-୧୦ ବଲରେ ୧୪ ରନ କରି ଆଉଟ l

Leave a Reply

Your email address will not be published. Required fields are marked *