ୟୁଜର ଫି ଆଦାୟ ବନ୍ଦ କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି

ପୁରୀ ସହରର ବିଭିନ୍ନ ୱାର୍ଡରେ ୟୁଜର ଫି ଆଦାୟ ବନ୍ଦ କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଛି। ଏନେଇ ଆଜି ୧୦ରୁ ଉର୍ଦ୍ଧ୍ବ ସଙ୍ଗଠନ ର କର୍ମକର୍ତ୍ତା ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ୟୁଜର୍ସ ଫି ବନ୍ଦ କରିବାକୁ ଦାବି କରିଥିଲେ। ଜିଲ୍ଲାପାଳ ଅଭିଯୋଗ ଶୁଣିବା ପରେ ୟୁଜର୍ସ ଫି ଆଦାୟ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ଏବେ ଆଉ ଏକ ବୈଠକ କରି ଏହି ସମସ୍ୟା ଉପରେ ଚୁଡାନ୍ତ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *