ଇରାନ୍କୁ ଦିନକରେ ଶେଷ କରିଦେବୁ: ଟ୍ରମ୍ପ
ଇରାନ୍କୁ ଦିନକରେ ଶେଷ କରିଦେବୁ: ଟ୍ରମ୍ପମଧ୍ୟ ପ୍ରାଚ୍ୟ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ଏକ ବୟାନ…..ଇରାନ୍ର ସେନା ସଂପୂର୍ଣ୍ଣ ଭାବେ ପରାଜିତ ହୋଇଛନ୍ତି……ଇରାନ୍ର ଉଭୟ ଜଳ ଓ ବାୟୁ ସେନା ଶେଷ ହୋଇଛି…….ଇରାନ୍ର ନେତା ଓ ଅଧିକାରୀ ପରସ୍ପର ମଧ୍ୟରେ ଲଢୁଛନ୍ତି……ହର୍ମୁଜ୍ରେ ନାକାବନ୍ଦୀ ଶତପ୍ରତିଶତ ସଫଳ ହୋଇଛି……ଇରାନ୍ ପାଖରେ କିଛି ଛୋଟଛୋଟ ବୋଟ୍ ରହିଯାଇଛି…….ଇରାନ୍କୁ ମାତ୍ର ଦିନକରେ ଶେଷ କରିଦେବୁ କହିଲେ ଟ୍ରମ୍ପ……ଏବେ ଇରାନ୍ର ନେତୃତ୍ବ କିଏ ନେଉଛି ଅସ୍ପଷ୍ଟ…..ଇରାନ୍ ଖୁବ୍ ଶୀଘ୍ର ଡିଲ୍ କରିବ କହିଲେ ଡୋନାଲ୍ଡ ଟ୍ରମ୍ପ……
