ସହରରେ_ଭଡ଼ା_ଘର_ତିଆରି_କରିବୁ- ମନ୍ତ୍ରୀ
ସହରରେ_ଭଡ଼ା_ଘର_ତିଆରି_କରିବୁ- ମନ୍ତ୍ରୀ-ଭଡ଼ା ଘର ବାବଦରେ ନୂଆ ପଲିସିକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା-ଭଡ଼ା ଘର ଯୋଗାଇ ଦେବାକୁ ସରକାର ଏହି ପଲିସି ଆଣିଛନ୍ତି-ରାଜଧାନୀକୁ ଅନେକ ଲୋକ ଆସୁଛନ୍ତି, ସେମାନଙ୍କୁ ଭଡ଼ା ଘର ମିଳୁନି-ତେଣୁ ବସ୍ତି ବଢ଼ୁଛି, ବସ୍ତି ନ ବଢ଼ିବା ପାଇଁ ଘର ଯୋଗାଇ ଦେବେ ସରକାର-ଏଥିସହ ସରକାର ଆୱାସ ଯୋଜନାରେ ଘର କରି ଭଡ଼ାରେ ଦେବେ-ସବୁ ସହରାଞ୍ଚଳରେ ରେଣ୍ଟାଲ ହାଉସ୍ ତିଆରି କରାଯିବ- ମନ୍ତ୍ରୀ-ଅବ୍ୟବହୃତ ଘର ଚିହ୍ନଟ କରି କମ୍ ରେଟ୍ରେ ଭଡ଼ା ଦିଆଯିବ
