ଆନନ୍ଦପୁର ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ର ସ୍ବାଗତ ସଭା

ଆନନ୍ଦପୁର ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ର ସ୍ବାଗତ ସଭା ସେମିନାର ରୁମ୍ ରେ ବିଭାଗ ର ମୁଖ୍ୟ ଦୁର୍ଗା ଶଙ୍କର ପରିଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି. ମୋନାଲିସା ନାୟକ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର,ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ପଣ୍ଡା,ସୂର୍ଯ୍ୟମଣି ଜେନା,ନିହାରିକା ପ୍ରିୟଦର୍ଶିନୀ ପାତ୍ର,ପୁଷ୍ପଲତା ରାମ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ି ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ. ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭରେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ.ନବାଗତ ମାନଙ୍କୁ ସ୍ଵାଗତ କରାଯାଇଥିଲା. ଛାତ୍ର ଚିତ୍ତରଂଜନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *