ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି-ଦଶପଲ୍ଲାରେ ଗ୍ୟାରେଜ ମାଲିକଙ୍କୁ ହତ୍ୟା ଘଟଣାରେ ତୀବ୍ର ଉତ୍ତେଜନା-କଣ୍ଟିଲୋ-ଗଣିଆ ରାସ୍ତା ପାଣ୍ଡରାସିଙ୍ଗାରେ ପରିବାର ଲୋକଙ୍କ ରାସ୍ତାରୋକ-ଅଭିଯୁକ୍ତ ଗିରଫ, ଖଣ୍ଡପଡ଼ା SDPOଙ୍କ ବୁଝାସୁଝା ସତ୍ତ୍ବେ ହଟିନି ରାସ୍ତାରୋକ-ପ୍ରେମ ବ୍ୟାପାରରୁ ହତ୍ୟା କରାଯାଇଥିବା କହିଲେ ଖଣ୍ଡପଡ଼ା SDPO-ବିବାହ ପୂର୍ବରୁ ଅଭିଯୁକ୍ତଙ୍କ ପତ୍ନୀ ସହ ମୃତକଙ୍କ ବଡ଼ ଭାଇଙ୍କ ପ୍ରେମ ସଂପର୍କ ଥିଲା-ବିବାହ ହୋଇ ନ ପାରିବାରୁ ମହିଳାଙ୍କୁ ଧରି ଫେରାର ହୋଇଥିଲେ ବଡ଼ ଭାଇ-ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମନୋମାଳିନ୍ୟ ଥିଲା- SDPO-ଫେରାର ମହିଳାଙ୍କ ଶାଶୁ ଘର ଓ ବାପା ଘର ଲୋକଙ୍କୁ ଗିରଫ ଦାବି-ପଥୁରିଆ ଗାଁର ରବୀନ୍ଦ୍ରଙ୍କୁ କାଲି ଗୁଳି କରି ହତ୍ୟା କରାଯାଇଥିଲା

Leave a Reply

Your email address will not be published. Required fields are marked *