୩୯ ବର୍ଷ ଜୁବକ ଙ୍କ ମୃତ୍ୟୁ।
ଆସନ୍ତୁ ନଜର ପକେଇବା ବର୍ତମାନର ଖବର ଉପରେ l ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ l ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ପଖନାପାରା ଗ୍ରାମର ପାଞ୍ଚ ଦିନ ଧରି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ୍ୟ ଦେହ ଗଳିତ ଅବସ୍ଥାରେ ଦେଖିବାକୁ ମିଳିଛି। ସୋର୍ଗିପାର ଆଉ ଉଦାଇପୁର ଗ୍ରାମ୍ ଜଙ୍ଗଲ ଭିତରେ l ସେହି ମୃତ୍ୟକ ବ୍ୟକ୍ତି କସକଙ୍ଗା ଗ୍ରାମ ପଞ୍ଚାୟତ ପଖନାପାରା ଗ୍ରାମ ର ପିଲସାୟ ଗଣ୍ଡ ଯାହାର ବୟସ 39 ବର୍ଷ l ପରିବାର ଲୋକ ଖୋଜା ଖୋଜି କରୁ କୌଣଷି ସୂତ୍ର ପାଇଁ ନଥିଲା । ସରଗିପାରା ମହିଳା ମାନେ ଶଖାଳ ଶଖାଳ ଜଙ୍ଗଲ କୁ ଦାନ୍ତକାଠି ଭାଂଗିବାକୁ ଯାଇଥିଲା। ସରଗିପାରା ମହିଳା ମାନେ ଜଣକର ମୃତ୍ୟ ଶବକୁ ଦେଖି ଭୟ ଭିତ ହେଇ ଘରକୁ ଫେରି ଆସିଥିଲେ।ସରଗିପାରା ଗ୍ରାମ ର ଜଣେ ରାଇଘର ଥାନା ଅଧିକାରୀ କୁ ଜଣେ ଛନ୍ତି।ଚି଼ହ୍ନଟ କରି ରାଇଘର ଥାନା ଅଧିକାରୀ ତଦନ୍ତ ଦାବି ନେଇ ଏକ ରିପୋର୍ଟ ଦେଇଛନ୍ତି l ପ୍ରକାଶ ଥାଉକି ଏହା ଏକ ହତ୍ୟା ସନ୍ଦେହ ଜଣକ ମୃତ l
