୧୪_ଲକ୍ଷ_ଜବତ_ଓ_୨_ଅଡିଟର_ଗିରଫ
୧୪_ଲକ୍ଷ_ଜବତ_ଓ_୨_ଅଡିଟର_ଗିରଫ-ବାରିପଦାରେ ଅଟକ ୨ ଅଡିଟର୍ଙ୍କୁ ଗିରଫ କଲା ଭିଜିଲାନ୍ସ-ST/SC ବିଭାଗର ଅଡିଟର୍ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ ଗିରଫ-୧୪.୩୮ ଲକ୍ଷ ଟଙ୍କା ଜବତ ସହ ୨ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ-DWO ଅଫିସ୍ରେ ଅଡିଟ୍ ସାରି ଫେରିବା ବେଳେ ଧରାପଡ଼ିଥିଲେ ୨ ବାବୁ-ଗାଡ଼ିରୁ

୫.୫୧ ଓ ହୋଟେଲ୍ ରୁମ୍ରୁ ୮.୮୬ ଲକ୍ଷ ଜବତ କରିଥିଲା ଭିଜିଲାନ୍ସ-ଆଶ୍ରମ ସ୍କୁଲ୍ ଓ SSD ହଷ୍ଟେଲର ଇନଚାର୍ଜଙ୍କଠାରୁ ଲାଞ୍ଚ ନେଉଥିଲେ-ପ୍ରତି ଛାତ୍ର ପିଛା ୧୦ ଟଙ୍କା ଲେଖାଏଁ ଲାଞ୍ଚ ନେଉଥିବା ଅଭିଯୋଗ ଆସିଥିଲା l
