ବସ୍‌ରୁ ୧୫ ଶିଶୁ ଉଦ୍ଧାର

ବସ୍‌ରୁ ୧୫ ଶିଶୁ ଉଦ୍ଧାର l ମାଲକାନଗିରିରେ ଚାଲାଣ ବେଳେ ବସ୍‌ରୁ ୧୫ ଶିଶୁ ଉଦ୍ଧାର….ମାଲକାନଗିରି ଥାନା ନିକଟରୁ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍……‌ସମରକୋର୍ସ ସୁଟିଂ ନାଁରେ ଶିଶୁଙ୍କୁ ବିଜୟଓ୍ବାଡା

କରାଯାଉଥିଲା ଚାଲାଣ…..ଉଦ୍ଧାର ଶିଶୁଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା…..

Leave a Reply

Your email address will not be published. Required fields are marked *