ବିକ୍ରି ହେଉଛି ବଏଡ୍ ସାର୍ଟିଫିକେଟ୍

ବିକ୍ରି ହେଉଛି ବଏଡ୍ ସାର୍ଟିଫିକେଟ୍-ଝାରସୁଗୁଡ଼ାରେ ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ଲକ୍ଷାଧିକ ଟଙ୍କାରେ ବିକ୍ରି-୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଥିବା ଅଭିଯୋଗ-ଝାରସୁଗୁଡ଼ା ସାଇବର ଥାନାରେ ଆଶାୟୀ ଛାତ୍ରୀଙ୍କ ଅଭିଯୋଗ-ବ୍ରଜରାଜନଗର ଥାନାଞ୍ଚଳର ଅନ୍ୟ ଜଣେ ଛାତ୍ରୀଙ୍କ ଅଭିଯୋଗ-ଲଇକେରା, ବେଲପାହାଡ଼, ବ୍ରଜରାଜନଗର, ଓରିଏଣ୍ଟ ଓ ଲଖନପୁରରୁ ଅଭିଯୋଗ-ମୋଟ୍‌ ୭ ଜଣ ଠକେଇର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ-ପଶ୍ଚିମ ଓଡ଼ିଶାର ୩୦୦ରୁ ଅଧିକ ଆଶାୟୀ ସ୍କାମ୍‌ରେ ଫସିଥିବା ଅଭିଯୋଗ

Leave a Reply

Your email address will not be published. Required fields are marked *