ତାମିଲନାଡୁରେ_ବାପା_ହେଲେ_୧୫_ଦିନ_ଛୁଟି
#ତାମିଲନାଡୁରେ_ବାପା_ହେଲେ_୧୫_ଦିନ_ଛୁଟି-ତାମିଲନାଡୁରେ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ ବିଜୟ-ରାଜ୍ୟରେ ପ୍ରଥମ ଥର ପୁରୁଷଙ୍କ ପାଇଁ ପିତୃତ୍ୱ ଛୁଟି-ସରକାରୀ ଚାକିରି କରୁଥିବା ପୁରୁଷଙ୍କ ପାଇଁ ୧୫ ଦିନର ପିତୃତ୍ୱ ଛୁଟି ଘୋଷଣା କରିଛନ୍ତି ବିଜୟ-ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ସୁବିଧା ଆରମ୍ଭ ହେବାକୁ ଯାଉଛି l
