ରେଲୱେରେ ଚାକିରି ଆଳରେ ୨୦ ଲକ୍ଷ ଠକାମୀ
ରେଲୱେରେ ଚାକିରି ଆଳରେ ୨୦ ଲକ୍ଷ ଠକାମୀ-୨୦ ଲକ୍ଷ ଠକେଇ ଅଭିଯୋଗରେ ବାପ ଝିଅ ଗିରଫ-୧ନମ୍ବର ହାଟରୁ ଗିରଫ କଲା କମିଶନରେଟ୍ ପୋଲିସ୍-ଗିରଫ ଅଭିଯୁକ୍ତ ଦ୍ୱୟ ବାପା ବିଦ୍ୟାଧର ଦାସ ଓ ଝିଅ ସୁମତି ଦାସ-ଘର ଭଦ୍ରକ ଆନନ୍ଦ ବଜାର, ରହୁଥିଲେ ଏକ ନମ୍ବର ହାଟରେ-ଝିଅ ରେଳବାଇରେ ଚାକିରି କରେ କହି ଅନେକ ଲୋକଙ୍କୁ ଚାକିରି କରାଇ ଦେବା ଆଳରେ ୨୦ ଲକ୍ଷ ଠକି ନେଇଥିବା ଅଭିଯୋଗ-କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ବାପା-ଝିଅଙ୍କୁ ଗିରଫ କରି କୋର୍ଟ ଚାଲାଣ
