ଉମା ଭାରତୀ ଅସୁସ୍ଥ
ଉମା ଭାରତୀ ଅସୁସ୍ଥ-ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ଅସୁସ୍ଥ-ହରିଦ୍ୱାରରୁ ଦିଲ୍ଲୀ ଯିବା ବେଳେ ହଠାତ୍ ଅସୁସ୍ଥ-ମୁଜାଫରନଗରର ଏକ ମେଡିକାଲ୍ରେ ଚିକିତ୍ସିତ-ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଉମା ଭାରତୀ-କେନ୍ଦ୍ର ମନ୍ତ୍ରୀ ସହ ବିଜେପି ଉପଧ୍ୟକ୍ଷା ମଧ୍ୟ ଥିଲେ
