୨୮ ତମ ବିଜୁ ଜନତା ପ୍ରତିଷ୍ଠା ଦିବସ ପାଳିତ
ଆଜି ରାଇଘର ବ୍ଲକ ତପନ ତେଣ୍ଟ ହାଊଜ ଠାରେ ବିଜୁ ଜନତା ଦଳ ତରଫ ରୁ ୨୭ ବର୍ଷ ପୂର୍ତ୍ତି ୨୮ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା ଏହି ସଭାରେ ୨୬ ଟା ପଞ୍ଚାୟତ ତରଫ ରୁ କାର୍ଯ୍ୟ କର୍ତ୍ତା ମାନେ ଆସିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତ ରାଇଘର ଅନ୍ତର୍ଗତ ଏହି ସଭାରେ ବ୍ଳକ ର ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ବିଜୁ ଜନତା ପାର୍ଟି ର ପୂର୍ବତନ ଏମେଲେ ଶ୍ରୀ ସୁବାସ ଗଣ୍ଡ ଉପାଧ୍ୟକ୍ଷ ଶ୍ରୀ ମତି ଲିପିକା ବାରୋଇ ଜିଲ୍ଲା ପରିଷଦ ଜୋନ ୪ ଖଗେଶ୍ବର ହରିଜନ ଜିଲ୍ଲା ପରିଷଦ ଜୋନ ୧ ଯତୀନ୍ଦ୍ର ନାଥ ଗଣ୍ଡ ଜିଲ୍ଲା ପରିଷଦ ଜୋନ ୨ ବିଜୁ ଜନତା ଦଳର କାର୍ଯ୍ୟ କର୍ତ୍ତା ମାନେ ସମସ୍ତ ମିଶି ଆନନ୍ଦ ସହିତ ଉତ୍ସବ ପାଳନ କଲେ । ଆଜି କା ଦିନେ ରେ ବିଜୁ ଜନତା ଦଳର ସଙ୍ଗଠନ ହେଇଥିଲା l
ରାଇଘର ରୁ ଦୀପଙ୍କର ଡାକୁଆ ସହ ପ୍ରଦୀପ ଶିକଦାର ରିପୋର୍ଟ ତୀର୍ଥ କ୍ଷେତ୍ର
