ବ୍ରହ୍ମଗିରିର ବିଭିନ୍ନ ଜାଗାରେ ବୃକ୍ଷରୋପଣ।

ଆଜି ଦିନ ୧୨ଟା.୩୦ ମିନିଟ୍ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ନୂଆପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, କୃଷ୍ଣପ୍ରସାଦ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ,ନୂଆପଡ଼ା ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ,କୃଷ୍ଣପ୍ରସାଦ ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର,ବଡ଼ଅଁଳ ପଞ୍ଚାୟତ କାର୍ଯ୍ୟାଳୟ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଡକ୍ଟର ସନ୍ତୋଷ କୁମାର ବେହେରା,କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଡକ୍ଟର ସୁଜ୍ଞାନି ମହାରଣା, ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ଜେନା,ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ମହାରଣା, କୃଷ୍ଣପ୍ରସାଦ ବ୍ଲକ୍ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ, ବିଜୁ ଜନତା ଦଳର ସମ୍ପାଦକ ନବଘନ ତରେଇ, ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ,ନୂଆପଡ଼ା ପଞ୍ଚାୟତ ବରିଷ୍ଠ ନେତା କେଦାର ଜେନା,ପଞ୍ଚାନନ ସିଠ,ସଭାପତି ପ୍ରତାପ ପ୍ରଧାନ,ଯୁବ ନେତା ପ୍ରଦୀପ କୁମାର ମାଝୀ,ରଞ୍ଜିତ ମାହାନ୍ତି,ପ୍ରଶାନ୍ତ କୁମାର ଜେନା,ନରେନ୍ଦ୍ର ପ୍ରଧାନ,କୃଷ୍ଣ ପ୍ରସାଦ ଗଡ଼ ପଞ୍ଚାୟତ ସଭାପତି ସୁରଥ ବେହେରା,ସମ୍ପାଦକ ଲକ୍ଷ୍ମୀ ଚରଣ ସିଂ,ଯୁବ ନେତା ପ୍ରମୋଦ ପରିଡା,ଲୋକନାଥ ପରିଡା,ବଡ଼ଅଁଳ ପଞ୍ଚାୟତ ସଭାପତି ରାଜ କିଶୋର ଯୁବ ନେତା ବିଜୟ କୁମାର ସାହୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *