ରାକ୍ଷୀରେ_ମାଗଣା_ଆମ_ବସ୍_ସେବା
#ରାକ୍ଷୀରେ_ମାଗଣା_ଆମ_ବସ୍_ସେବା-ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନଙ୍କ ପାଇଁ ବଡ଼ ଉପହାର-ଆଜି ଦିନସାରା ମହିଳା ଯାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ ‘ଆମ ବସ୍’ ସେବା-ଭୁବନେଶ୍ୱର, କଟକ, ପୁରୀ ଓ ରାଉରକେଲାରେ ଏହି ସୁବିଧା ଉପଲବ୍ଧ ହୋଇଥିବା ବେଳେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଉପକୃତ ହେବେ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି
