୧୪୯ ନମ୍ବର ଜାତୀୟ ରାଜପଥରେ ପୁଣି ଏକ ଦୁର୍ଘଟଣା

୧୪୯ ନମ୍ବର ଜାତୀୟ ରାଜପଥରେ ପୁଣି ଏକ ଦୁର୍ଘଟଣା lବ୍ୟକ୍ତି ଜଣକ ରାସ୍ତାରେ ଯିବା ସମୟରେ କୋଇଲା ବୁଝେଇ ଟ୍ରକଟି ଆସି ବସ୍ ଷ୍ଟାଣ୍ଡ ସ୍ଥିତ ଶିବାନୀ ହୋଟେଲ ନିକଟରେ ଧକା ଦେଇଥିଲା ଘଟଣା ସ୍ଥଳରେ ବ୍ୟକ୍ତିଟିର ଦୁଇଟି ଯାକ ଗୋଡ଼ ଛିଡି ଯାଇଥିବାର ଦେଖିବାକୁ ମିଳୁଛି l ବ୍ୟକ୍ତି ଜଣକ ହେଲେ ତାଳଚେର ଚାଉଳିଆକୁତା ର ହରି ବେହେରା ବୟସ (୫୫) ବର୍ଷ l ଗାଡ଼ି ନମ୍ବର ଟି ହେଲା ଓଡ଼ି ୧୯ଏନ ୦୯୩୭ଘଟଣା ସ୍ଥଳରେ ,ସ୍ଥାନୀୟ ଲୋକଙ୍କ ସହାୟତା ରେ ‌ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଫଳରେ ଟ୍ରକ ଟିକୁ ଥାନାରେ ଜବତ ଜବତ କରାଯାଇଛି l

Uttam Das reporter

Leave a Reply

Your email address will not be published. Required fields are marked *