୬ ପଜିଟିଭ ଚିହ୍ନଟ।

ବନ୍ତ,୨୨/୭:ଭଦ୍ରକ ଜିଲ୍ଲାରୁ ଗୁରୁବାର ୫୯ ଜଣ କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ବନ୍ତ ବ୍ଲକରୁ ୬ ଜଣ ଥିବା ଜଣାପଡ଼ିଛି । ଉକ୍ତ ୬ ଜଣଙ୍କ ମଧ୍ୟରୁ ନିଳକ ପଂଚାୟତ ନିଳକ,ରାମକୃଷ୍ଣପୁର ପଂଚାୟତ ରାମକୃଷ୍ଣପୁର,ଗୋପିନାଥପୁର ପଂଚାୟତ କାଣ୍ଡବା,ବିଟିପୁର ପଂଚାୟତ ରାଉତରାପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କାଦବରାଙ୍ଗ ପଂଚାୟତ ବାଙ୍କତିରାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *