ପ୍ରଣବ କୁମାର ଚାନ୍ଦ୍ ହେଲେ କେସିଙ୍ଗା ଏନ୍ ଏ ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ

ପ୍ରଣବ କୁମାର ଚାନ୍ଦ୍ ହେଲେ କେସିଙ୍ଗା ଏନ୍ ଏ ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ।କେସିଙ୍ଗା ୧୩/୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ରେ ପ୍ରଣବ କୁମାର ଚାନ୍ଦ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଗତକାଲି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ଆଗରୁ ଶ୍ରୀ ଚାନ୍ଦ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ଠାରେ ବିଡ଼ିଓ ଭାବରେ କାର୍ଯ୍ୟରତ ଥିଲେ ।କେସିଙ୍ଗା ବାସି ଙ୍କ ସହିତ ରହି ସହର ଉନ୍ନତି ଉପରେ କାମ କରିବି ବୋଲି ପ୍ରକାଶ କରିଛନ୍ତି ପ୍ରଣବ କୁମାର ଚାନ୍ଦ୍।

Leave a Reply

Your email address will not be published. Required fields are marked *