ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଳକର ସିରୋଲ ପଞ୍ଚାୟତ ଠାରେ ଅନୁଷ୍ଠିତ
ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଳକର ସିରୋଲ ପଞ୍ଚାୟତ ଠାରେ ଅନୁଷ୍ଠିତ ଆମ ଓଡ଼ିଶା -ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ଜଗନ୍ନାଥ ସଂସ୍କୃତି ଓ ଭିତ୍ତିଭୂମିର ବିକାଶ ସଚେତନତା ଶିବିରରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଶ୍ରୀ ଚନ୍ଦନ ସେନାପତି, ଏବିଡିଓ ଶ୍ରୀ ସିଦ୍ଧେଶ୍ୱର ମେହେର, ମହିଳା ସଭାନେତ୍ରୀ ଶ୍ରୀମତି ଲଳିତା ନାଏକ, ଜୋନ 2 ଜିଲ୍ଲା ପରିଷଦ ସଦସ୍ୟ ନରୋତ୍ତମ ଭାଟି, ସିରୋଲ ସରପଞ୍ଚ ଝରଣା ବାଗ, ବ୍ଳକ ସ୍ତରୀୟ ସରକାରୀ ଅଧିକାରୀମାନେ ଏବଂ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।
