ପଞ୍ଚାୟତ ସ୍ତରୀୟ ମାନବାଧିକାର କର୍ମୀ ପ୍ରଶିକ୍ଷଣ ଶିବିର

**ଜାତୀୟ ମାନବାଧିକାର ସଂଗଠନ ପକ୍ଷରୁ ବ୍ୟାସନଗର ସ୍ଥିତ ଉତ୍ସବ ପ୍ୟାଲେସରେ ପଞ୍ଚାୟତସ୍ତରୀୟ କର୍ମୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି l ମାନବାଧିକାର ସଂଗଠନର ବରିଷ୍ଠ ସଦସ୍ୟ ମନୋଜ ଜେନାଙ୍କ ନେତୃତ୍ୱରେ ଆୟୋଜିତ କର୍ମୀ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତର କର୍ମୀ ମାନେ ଯୋଗଦେଇଥିଲେ l ଏହି କର୍ମୀ ପ୍ରଶିକ୍ଷଣ ଶିବିରରେ ଜାତୀୟ ମାନବାଧିକାର ସଂଗଠନର ବରିଷ୍ଠ ସଦସ୍ୟ ଶ୍ରୀ ଜେନା ଯୋଗଦେଇ ସାଧାରଣ ଲୋକଙ୍କୁ କିଭଳି ନ୍ୟାୟ ପ୍ରଦାନ କରାଯିବ ପ୍ରଶିକ୍ଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମ ପ୍ରତେକ ପଞ୍ଚାୟତରେ ଚାଲିବ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ

ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter

Leave a Reply

Your email address will not be published. Required fields are marked *