ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ନଖେଳନ୍ତୁ ସରକାର
+୨ ବିଜ୍ଞାନ ,ପଦାର୍ଥ ବିଜ୍ଞାନ ପରୀକ୍ଷାରେ ୭୦ମାର୍କରୁ ୨୨ ମାର୍କ Out Of Syllabus ବାହାରୁ ପଡ଼ିଥିଲା । ରାଜ୍ୟ ସରକାର ତଥା ଶିକ୍ଷା ବିଭାଗର ଏହି ବେପରୁଆ ମନୋଭାବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନ ଖେଳି ସରକାର ୨୨ରୁ ୨୨ ମାର୍କ ବିନା ସର୍ତ୍ତରେ ଦେବା ପାଇଁ ଦାବି ରଖିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।
