ଟାଟା ପାୱାର କମ୍ପାନୀ ତରଫ ରୁ ମେଡିସିନ ବିତରଣ କାର୍ଯ୍ୟକ୍ରମ କାଜିସାହି ଠାରେ ଅନୁଷ୍ଠିତ

ଆଜି ଭଦ୍ରକ ମ୍ୟୁନିସିପାଲଟି ଓ୍ବାର୍ଡ ନମ୍ବର ୧୯ ଠାରେ ଟାଟା ପାୱାର କମ୍ପାନି ତରଫରୁ କାଜିସାହି ସ୍ଥିତ ଗୌସିୟା କମିଟି ଲଙ୍ଗଲ ପଡିଆ ରେ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ,ଟାଟା ପାୱାର ର ଜେଇ ଉଦଘାଟନ କରିଥିଲେ , କାଜିସାହି ର ସର୍ଦାର ଏବଂ ଶିକ୍ଷକ ସେକ୍ ତଜମୁଲ, (ରଜୋ),ସେକ ରଜପ ଅଲ୍ଲୀ, ମିର ଗୋଲାମ, ଇସଲାମ ଖାଁ, ମିର୍ଜା ରସିଦ ବେଗ,ହାଇଦର ଅଲ୍ଲୀ ଖାନ, ସେକ ବାବୁ ,ସେକ ସତାରୁଦିନ, ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଥିଲେ ,ଶେଷ ରେ ଟାଟା ପାୱାର କମ୍ପାନି ,ମୁଖ୍ଯ ଧନ୍ୟବାଦ ପ୍ରଦାନ କରି ଥିଲେ

Leave a Reply

Your email address will not be published. Required fields are marked *