ସଂସ୍କୃତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ
ସମ୍ଭବ ଫାଉଣ୍ଡେସନ,ଭଦ୍ରକ ଏବଂ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଆଜି ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା ଏହି ରକ୍ତ ଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ହରିହର ନାୟକ,ଜ୍ଞାନ ପାଣି, ଶ୍ରାବଣୀ କିନ୍ନର, ଶୁଭଶ୍ରୀ ଶ୍ରୀକୃଷ୍ଣI, ରଶ୍ମୀ ରଞ୍ଜନ ସାହୁ,ତପନ କୁମାର ପଣ୍ଡା ରକ୍ତ ଦାନ ଶିବିର କୁ ଶୁଭ ଉଦ୍ଘାଟନ କରିଥିବା ବେଳେ ରକ୍ତ ଦାତା ମାନେ ସ୍ୱଇଚ୍ଛାରେ ରକ୍ତ ଦାନ କରିଥିଲେ ଏହି ରକ୍ତ ଦାନ ଶିବିର ରେ ୫୩ ୟୁନିଟ୍ ସଂଗ୍ରହ ହୋଇଥିଲା

ଏହି ରକ୍ତ ଦାନ ଶିବିର କୁ ସମ୍ଭବ ଫାଉଣ୍ଡେସନ ପରିବାର ସଭାପତି ରଘୁରାମ ଯେନା ସମ୍ପାଦକ ଖଗେଶ୍ବର ଯେନା କୋଷାଧ୍ୟକ୍ଷ ଅଜୟ କୁମାର ମିଶ୍ର ସଦସ୍ୟ ସୌମ୍ୟ ରଞ୍ଜନ କର,ହରେକୃଷ୍ଣ ଯେନା,କୈଳାଶ ମହାନ୍ତି,ଶ୍ୟାମ ସୁନ୍ଦର ନାୟକ,ତୁଷାରକାନ୍ତ ନାୟକ,ମୁନା ରାଉତ୍,ମନୋଜ କୁମାର ପାଲ୍,ଉମାକାନ୍ତ ପଣ୍ଡା,ଦିନବନ୍ଧୁ ପାତ୍ର,ବାପିନ ଦାଦା,ନିରଞ୍ଜନ ସାହୁ,ରାମେଶ୍ବର ବେହେରା,ଆଲୋକ କୁମାର ଜେନା,ତପନ କୁମାର ଯେନା,ମାନସ ରାଉତ,ମାନସ ପରିଡ଼ା,ଚନ୍ଦ୍ରମଣି ମହାରଣା,ଶିବାନନ୍ଦ ମିଶ୍ର,ଗୌତମ ସାମଲ,ପ୍ରଫୁଲ୍ଲ ନାୟକ,ଭକ୍ତହରି ଦାସ,ରଶ୍ମୀ ରଞ୍ଜନ ମହାପାତ୍ର,ବିସଜିତ୍ ଘଡ଼ିଆ ସଦସ୍ୟା ସସ୍ମିତା ବାରିକ, ସସ୍ମିତା ପଣ୍ଡା, ସୁନନ୍ଦା ପାଲ୍ , ତପସ୍ଵିନୀ ଯେନା,ବିଶ୍ଵରୂପା ସାହୁ ସାହାଯ୍ୟ ସହଯୋଗ କରିଥିଲେ I
