ଶ୍ରୀ ରାମ ମହାଯଜ୍ଞ ସମିତି ପକ୍ଷରୁ ଭଦ୍ରକ ଐତିହାସିକ ରାମନବମୀ ମାତୃଭୂମି ପାଇଁ ଏକ ବିଶାଳ ଗଣଦୌଡ ସହର ପରିକ୍ରମା
ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଭଦ୍ରକର ଐତିହାସିକ ରାମନବମୀ ଉପଲକ୍ଷେ ମାତୃଭୂମି ପାଇଁ ଏକ ବିଶାଳ ଗଣଦୌଡ ସହର ପରିକ୍ରମା କରିଛି । ଏଥିରେ ହଜାର ହଜାର ଶ୍ରୀରାମ ଭକ୍ତଙ୍କ ସହ ମନମୋହନ ସାମଲ, ସୂର୍ଯ୍ୟବଂଶୀ ସୁରଜ୍, ସିନେ ଅଭିନେତା ଅରିନ୍ଦମ ରାୟ, ସିତାଂସୁ ମହାପାତ୍ର, ସଞ୍ଜିବ ମଲ୍ଲିକ, ନରେନ ପଲେଇ, ଲୁଲୁ ସାମଲ ଶ୍ରୀରାମ ମହାଯଜ୍ଞ ର ସମସ୍ତ

ସଦସ୍ଯ ପ୍ରମୁଖ ଏହି ଗଣଦୌଡରେ ସାମିଲ୍ ହୋଇଥିଲେଭଦ୍ରକରେ ସିନେ ଅଭିନେତା ଅରିନ୍ଦମ ରାୟ ଶ୍ରୀରାମ ନବମୀ ପାଇଁ ଗଣଦୌଡ଼ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଜୟ ଶ୍ରୀରାମ ଭାରତମାତା କି ଜୟ ନାରାରେ କମ୍ପେଇଲେ । କହିଲେ ଭଦ୍ରକ ତଥା ଓଡ଼ିଶାରେ ଏଥର ବିଜେପିର ବିଜୟ ବାନା ଉଡ଼ିବା ସହ ଡବଲ ଇଞିନ ସରକାର ଚାଲିବ
