ଭଣ୍ଡାରୀପୋଖରୀ କ୍ଷେତ୍ର ରେ ସ୍ବାଧୀନ ପ୍ରାର୍ଥୀ ସମାଜ ସେବୀ ଉତ୍କଳ କେଶରୀ ବିଶ୍ୱାଳ

ଭଣ୍ଡାରୀପୋଖରୀ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଶ୍ରୀଯୁକ୍ତ ଉତ୍କଳ କେଶରୀ ବିଶ୍ୱାଳ ସ୍ବାଧୀନ ପ୍ରାର୍ଥୀ | ଲୋକମାନେ କହିବା ଅନୁୟାୟୀ ନିର୍ବାଚନ ରଣଭୂମିରେ ଓହ୍ଲାଇଛନ୍ତି |୨୦୧୭ ମସିହା ଚାକିରୀ ରୁ ଅବସର ପ୍ରାପ୍ତ ପରେ ସମାଜ ସେବା କରିଥିଲେ | ଭଣ୍ଡାରୀପୋଖରୀ ରେ ୪୮ଟି ପଞ୍ଚାୟତ ନେଇ ଗଠିତ | ଅତି ସାଧାରଣ ପରିବାର ରେ ଜନ୍ମ ଗ୍ରହଣ କରି ସମାଜସେବା କରି ଲୋକମାନଙ୍କ ପାଖରେ ପହଞ୍ଚି ପାରିଛନ୍ତି ପ୍ରତି ପଞ୍ଚାୟତ ରେ ପ୍ରିୟ ହୋଇ ପାରିଛନ୍ତି | ଘର ପୋଡି , ବଡ ବଡ ରୋଗ ରେ ଆକ୍ରାନ୍ତ, ସମାଜ ସେବାରେ ଦିନ ରାତି ଏକ କରିଦିଅନ୍ତି | ବହୁ ସଂଗଠନ ସହ ଜଡିତ ରହି ସାହାଯ୍ଯ ର ହାତ ବଢାନ୍ତି ଉତ୍କଳ କେଶରୀ | ଶହ ଶହ ଲୋକ ମାନଙ୍କ କହିବା ଅନୁସାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରେ ପାଦ ଦେଇଛନ୍ତି | ଭଣ୍ଡାରୀପୋଖରୀ ର ରାସ୍ତାଘାଟ ଡ୍ରେନେଜ ବହୁ ସମସ୍ୟା ଲୋକ ଲୋଚନ କୁ ଆସିଛି | ବିଜେଡି ସରକାର ୨୫ ବର୍ଷ ମଧ୍ଯ

ରେ କୌଣସି ଉନ୍ନତି ମୂଳକ କାର୍ଯ୍ୟା ହୋଇ ନାହି ବୋଲି ବୁଦ୍ଧି ଯିବି ମାନେ ପ୍ରକାଶ କରିଛନ୍ତି | ଏଥର ବିଜେଡି ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ଯ ବିଜେପି ,କଂଗ୍ରେସ ର ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇନାହି | ବିଜେଡି ସରକାର ଦୁର୍ନୀତି ଭଷ୍ଠ୍ରାଚାର ସରକାର ପିସି ସରକାର ବୋଲି ଉତ୍କଳ କେଶରୀ ବିଶ୍ବାଳ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *