ଭୋଟ ଭିକ୍ଷା କଲେ
ବ୍ରହ୍ମପୁର ମହାନଗର ର ବିଭିନ୍ନ ସାହି, ରାସ୍ତା, ଖଲ୍ଲିକୋଟ କଲେଜ ପଡିଆ ରେ ପ୍ରାତଃ ଭ୍ରମଣ କୁ ଆସୁଥିବା ଜନସାଧାରଣଙ୍କୁ, ଏବଂ ଟାଉନ୍ ହଲରେ ଯୋଗ କରୁଥିବା ମହିଳା ମାନଙ୍କୁ, ମୁଖ୍ୟ ଷ୍ଟେଟ ବେଙ୍କ ନିକଟରେ ଚା ଖଟି ନିକଟରେ ଥିବା ଜନସାଧାରଣଙ୍କୁ ଭୋଟ ଭିକ୍ଷା କଲେ ବ୍ରହ୍ମପୁର ର ବିଜେଡି ବିଧାୟକ ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ବୃଗୁ ବକ୍ସି ପାତ୍ରଙ୍କୁ ଭୋଟ ଭିକ୍ଷା କରିଲେ ପ୍ରାର୍ଥୀ ସାଥିରେ ଥିଲେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ,ବିଜୟ ସାମଲ, ଟି ତ୍ରିପତି ପାତ୍ର, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଅଜିତ ପଣ୍ଡା , ସଂଜିତ ପାଣିଗ୍ରାହୀ, ପ୍ରଦୀପ କୁମାର ଶତପଥୀ, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ପି ଆଶାରାଣୀ, ସଂଯୁକ୍ତା ସାମଲ, ମୁକୁନ୍ଦ ଗୌଡ଼, ମଧୁମିତା ମାଝୀ, ଜଗନ୍ନାଥ ସାବତ, ପ୍ରମୋଦ ମହାରଣା, ଦୁର୍ଗା ପ୍ରସାଦ ପଣ୍ଡା, ଦଣ୍ଡପାଣି ନାୟକ,ତେଜେଶ୍ବର ସ୍ବାମୀ, ଲୁନା ମହାରଣା, ଏମ୍ ସୁଜାତା ପାତ୍ରଙ୍କ ସମେତ ବି ଇ ଏମ୍ ସିର ର ସମସ୍ତ ବିଜେଡ଼ି କର୍ପୋରେଟର ଗଣ, ବିଜୁ ଜନତା ଦଳ ର ସମସ୍ତ ସଦସ୍ୟ / ସଦସ୍ୟା,ଯୁବ ଛାତ୍ର,ମହିଳା ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ବରିଷ୍ଠ ସଦସ୍ୟ ଗଣ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା କୁ ଓ ବିଧାୟକ ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଙ୍କୁ ଭୋଟ ଦେଇ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ ଶେଷରେ ଆଜି ପବିତ୍ର ଇଦ୍ ପର୍ବ ଅବସରରେ ସୋମନାଥ ନଗର ଯାଇ ସେଠାରେ ନମାଜ କାର୍ଯ୍ୟକ୍ରମରେ ଯୋଗଦାନ କରି ଇଦ୍ ମୁବାରାକ୍ କହି ଶୁଭେଚ୍ଛା ଜଣାଇଲେ ସେଠାରେ ଉପସ୍ଥିତ ଥିଲେ ଆର୍ ମୁରଳି ମୋହନ, ସୁବାଷ ଚନ୍ଦ୍ରମହାରଣା, ଧିରେନ୍ ମହାରଣା, ଫାୟାଜ୍ ଖାନ୍, ଚନ୍ଦ୍ର ମୋହନ ସାହୁ, ସାତାର୍ ଖାନ୍, ବହୁ ମୁସଲମାନ ଭାଇମାନେ ଉପସ୍ଥିତ ଥିଲେ।
