ଚିହ୍ନଟ ହେଲା ମା ହିଙ୍ଗୁଳା ଙ୍କ ଉଭlସ୍ଥଳ
ତକଚେର ର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ଙ୍କ ଗତ କାଲି ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଥିଲା | ଆଜି ମା ଅଗ୍ନିରୂପା ହିଙ୍ଗୁଳା ଗୋପାଳପ୍ରାସାଦ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ରେ ଅର୍ଥାତ୍ ମନ୍ଦିରର ପଶ୍ଚିମ ଦିଗରେ ଉଭା ହୋଇଥିବା ସ୍ଥାନ ଚିହ୍ନଟ ହୋଇଛି। ତେବେ ଆସନ୍ତା ୨୨ ତାରିଖ ଠାରୁ ଆରମ୍ଭ ହେବ ମା ହିଙ୍ଗୁଳା ଙ୍କ ନବ ଦିନାତ୍ମକ ଯାତ୍ରା, ଯାହାକୁ ନେଇ ତାଳଚେର ଅନୁଗୋଳ ତଥା ଜିଲ୍ଲା ବାହାର ର ଲୋକେ ମଧ୍ୟ ଉତ୍କଣ୍ଠା ର ସହିତ ଅପେକ୍ଷା କରି ରହିଥାନ୍ତି , ମା ଙ୍କ ଏହି ଯାତ୍ରା କୁ l
