ସୁଶୀଲ ଲୋହାନୀଙ୍କ ପ୍ରେସମିଟ୍

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ୍ । ପିପିଲି ଉପନିର୍ବାଚନ ନେଇ ସୂଚନା ଦେଉଛନ୍ତି ସୁଶୀଲ ଲୋହାନୀ । ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା କୋଭିଡ କଟକଣାରେ ହେବ । ପ୍ରଚାର ବେଳେ ରୋଡ ଶୋ’ ହୋଇପାରିବ ନାହିଁ । ପୂର୍ବରୁ ପ୍ରାର୍ଥୀ ନିର୍ଦ୍ଧାରିତ ହୋଇଥିବାରୁ ପ୍ରଚାର ପରେ ହେବ ନିର୍ବାଚନ।

Leave a Reply

Your email address will not be published. Required fields are marked *