ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ରେ ବିଜେପିର ରୋଡ଼ ସୋ

– ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ରେ ବିଜେପି ପକ୍ଷରୁ ରୋଡ଼ ସୋ କରାଯାଇଛି । ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି ରୋଡ଼ ସୋ ସାମିଲ ହେବା ସହିତ ଏଥର ପରିବର୍ତ୍ତନ ହେବ ବୋଲି ଦୃଢତାର ସହିତ କହିଛନ୍ତି ନେତା ଓ କର୍ମୀ । ଏହା ସହିତ ବାଲିକୁଦା ର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ମହାନ୍ତି ବୋରିକିନା ଠାରେ ବିଜେପି କାର୍ଯ୍ୟାଳୟ ଉଦଘାଟନ କରିବା ସହିତ କର୍ମୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *