ସ୍ୱାଧୀନ ପ୍ରାର୍ଥୀ ସାମିଲ ହେଲେ ବିଜେଡିରେ
ବିଜେଡିରେ ସାମିଲ ହେଲେ ସ୍ୱାଧୀନ ପ୍ରାର୍ଥୀ. ନିମାପଡାରେ ବିଜେଡିର ପଲ୍ଲା ଏବେ ଭାରି.ପ୍ରତେକ ଦିନ ବିରୋଧି ଦଳର ଶତାଧିକ କର୍ମୀ ବିଜେଡିରେ ସାମିଲ ହେଉଛନ୍ତି. ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜର ଶତାଧିକ କର୍ମୀଙ୍କ ସହିତ ଵିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି. ନବୀନ ପଟ୍ଟନାୟକଙ୍କ ଆଦର୍ଶ କାର୍ଯ୍ୟ ଧାରରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା ସ୍ୱାଧୀନ ପ୍ରାର୍ଥୀ କହିଥିବା ବେଳେ ନିର୍ବାଚନ ବିଜେଡି ର ବିଜୟ ଧାରାକୁ କେହି ରୋକିପାରିବେନି ବୋଲି ଦଳର ପର୍ଯ୍ୟବେକ୍ଷକ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି.
