ମାଳିକା ବର୍ଣ୍ଣିତ ସାଧୁବଟ ମହାପୁରୁଷଙ୍କ ମନ୍ଦିର ପ୍ରତିଷ୍ଠା ଦିବସ
ମାଳିକା ବର୍ଣ୍ଣିତ ସାଧୁବଟ ମହାପୁରୁଷଙ୍କ ମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ମହାଯଜ୍ଞ ଉତ୍ସବ ପାଳିତ .ଜଗତ୍ସିଂହପୁର ଜିଲ୍ଲା ନୂଆପଲେଇ ଗ୍ରାମରେ କ୍ରିୟାନୁଷ୍ଠାନ କମିଟିର ଗ୍ରାମବାସୀଙ୍କଙ୍କ ତତ୍ତ୍ଵାବଧାନରେ ତା 29_5_2024ରି ଶ୍ରୀ ଶ୍ରୀ ସାଧୁବଟ ମହାପୁରୁଷଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ମହା ସମାରହରେ ଅନୁଷ୍ଠିତ ହୋଇଯାଇଛି. ଏହି ମହାଯଜ୍ଞ ରେ ଶତାଧିକ ଶ୍ରଦ୍ଧାଳୁ ବେଶ୍ ଭିଡ ଜମିବାରେ ଦେଖିବାକୁ ମିଳିଥିଲା ,ଅନ୍ୟ ରାଜ୍ୟ ରୁ ବହୁ ବାବାଙ୍କର ସମାଗମ ଦେଖିବାକୁ ମିଳିଥିଲା. ଏହି ପୂର୍ଣ୍ଣାହୁତି ଯଜ୍ଞ ରେ ଅଢେଇକୁଳl

ତଥା ଆଖପାଖ ଅଞ୍ଚଳରେ ଶ୍ରଦ୍ଧାଳୁ ବହୁ ଆନନ୍ଦ ର ସହିତ ଏହି ମହାଯଜ୍ଞ କୁ ଉପଭୋଗ କରିଥିଲେ. ଶେଷରେ ପ୍ରଭୁଙ୍କର ବିଭୁକୃପା ଲାଭ କରିବା ସହିତ ଚରୁଅର୍ଣ୍ଣ ଓ ପ୍ରସାଦ ସେବନ କରି ନିଜ ନିଜ ଘରକୁ ଫେରିଥିଲେ ଜଗତ୍ସିଂହପୁର ଜିଲ୍ଲା ରଘନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିଉଜ
