ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ୪ ନମ୍ବର ବୁଥ ରେ ସ୍ବାମୀର ଭୁଜାଲି ଚୋଟ ରେ ସ୍ତ୍ରୀ ର ମୃତ୍ଯୁ

ଭଦ୍ରକ ବ୍ଲକ ଅନ୍ତର୍ଗତ କାଉପୁର ପଞ୍ଚାୟତ ର ୪ ନମ୍ବର ବୁଥ ରେ ସ୍ବାମୀ ର ଭୁଜାଲି ଚୋଟ ରେ ସ୍ତ୍ରୀ ର ମୃତ୍ଯୁ ,୨୦୨୪ ସାଧାରଣ ନିର୍ବାଚନ ପରି ପ୍ରେକ୍ଷୀ ରେ ଭଦ୍ରକ ଜିଲ୍ଲା ରେ ମତଦାନ ଗ୍ରହଣ ଅବସର ରେ ପାରିବାରିକ। ମତାନ୍ତର ମନାନ୍ତର ବ୍ୟକ୍ତି ଗତ ବିବାଦ ଘଟଣାରୁ ଏକ ହତ୍ୟା ଘଟଣା ଘଟିଯାଇଛି। ସୂଚନା ଯୋଗ୍ଯ କି ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର କାଉପୁର ମୁକ୍ତାଡିହ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ହୋଇଥିବା। ୪ ନମ୍ବର ବୁଥ ପରିସୀମା ଭିତରେ ସ୍ବାମୀ ଙ୍କ ଭୁଜାଲି ଚୋଟ ରେ ସ୍ତ୍ରୀ ଙ୍କ ମୃତ୍ଯୁବରଣ ହୋଇଥିବା ର ସୂଚନା ଆସିଅଛି।ପୋଲିସ ସ୍ବାମୀ ଙ୍କୁ ଗିରଫ କରିଛି ଲୋକ ମାନଙ୍କ ଙ୍କ ଆନ୍ଦୋଳନ ହତ୍ଯା କାରୀ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

Leave a Reply

Your email address will not be published. Required fields are marked *